Humane Sagar Marijibi Dhana Tori Bina odia song lyrics

Marijibi Dhana Tori Bina

Humane Sagar Marijibi Dhana Tori Bina odia song lyrics :-

Who will call me again, my wealth is gold💜କିଏ ଡାକିବ ମୋତେ ଆଉ, ମୋ ଧନ ସୁନା

We broke the dream and lime it inସପନ ସବୁ ଭାଙ୍ଗି ଦେଲୁ ହେଲି ରେ ଚୁନା
Who will call me again, my wealth is gold🖤କିଏ ଡାକିବ ମୋତେ ଆଉ, ମୋ ଧନ ସୁନା

We broke the dream and lime it inସପନ ସବୁ ଭାଙ୍ଗି ଦେଲୁ ହେଲି ରେ ଚୁନା

Don't go for less that your full potential💛ବିଶ୍ୱାସ ରେ ବିଷ ମୋର ଦେଇ ତୁ ଯାଆ ନା
I will die without money💙ମୁଁ ମରିଯିବି ମରିଯିବି ଧନ ତୋରି ବିନା

I will die without moneyମୁଁ ମରିଯିବି ମରିଯିବି ଧନ ତୋରି ବିନା

If you were in love, you would be so deceitfulତୋ ପ୍ରେମରେ ଥିଲା ଯଦି ଏତିକି ଛଳନା

Why don't you break my heart and playମୋ ହୃଦୟ ଭାଙ୍ଗି କାହିଁ କଲୁ ତୁ ଖେଳନା

Rana Deli Tote Alo, my bikeରାଣ ଦେଲି ତୋତେ ଆଲୋ, ମୋ ବାଇଚଢ଼େଇ

No one will wipe away tears from happinessଆଖି ଲୁହ ସୁଖିବନି ପୋଛିବେନି କେହି
Whoever says that, you don't have a heartକିଏ ଯଦି କହେ ତୋତେ ତୁ ହୃଦୟହିନା

I will die without money💙ମୁଁ ମରିଯିବି ମରିଯିବି ଧନ ତୋରି ବିନା

I will die without money💜ମୁଁ ମରିଯିବି ମରିଯିବି ଧନ ତୋରି ବିନା

I will die without money🖤ମୁଁ ମରିଯିବି ମରିଯିବି ଧନ ତୋରି ବିନା

I will die without moneyମୁଁ ମରିଯିବି ମରିଯିବି ଧନ ତୋରି ବିନା
How selfish you areକେମିତି ତୁ ହେଇଗଲୁ ଏତେ ସ୍ୱାର୍ଥପର

The world made me sevenଦୁନିଆ ଠୁ କରିଦେଲୁ ମୋତେ ସାତପର

The end of the relationship will be over at nightରାତି ପାହିଗଲେ ହେବ ସମ୍ପର୍କ ର ଶେଷ

You will be crimson, my ashes🖤ତୋ ସିଁଥି ସିନ୍ଦୂର ହେବ ମୋ ଜୁଇ ପାଉଁଶ
Yui, I won't burn, without touch💛ଯୁଇ ମୋର ଜଳିବନି, ତୋ ଛୁଆଁ ବିନା

I will die without money💙💚ମୁଁ ମରିଯିବି ମରିଯିବି ଧନ ତୋରି ବିନା

I will die without moneyମୁଁ ମରିଯିବି ମରିଯିବି ଧନ ତୋରି ବିନା

I will die without moneyମୁଁ ମରିଯିବି ମରିଯିବି ଧନ ତୋରି ବିନା

I will die without moneyମୁଁ ମରିଯିବି ମରିଯିବି ଧନ ତୋରି ବିନା

              Thank to reading...... 💛💙💜💚🖤

Post a Comment

0 Comments