Aseema Panda Jigar Bala odia song lyrics,


Aseema Panda Jigar Bala
Aseema Panda Jigar Bala



Aseema Panda Jigar Bala odia song lyrics:-

ଡର କେ ଲୋ, ଡରେଇ କରି
Love ର ଚାବି ପାଇ ଗଲି
ମନ୍ ଭିତର କେ ଯାଇ ତୋର
Love तिजोरी ତାଲା ଖୁଲି
ତୋର ଦିଲ କେ ଚୁରେଇ କରି
ତୋର ମନ୍ କେ ଚୁରେଇ କରି
ଇ ଦୁନିଆର ଆଗାଡେ ରେ ମୁଇଁ କହୁଛେଁ ଖୁଲ୍ଲମ ଖୁଲ୍ଲା
ତତେ gf ବନେଇ ଦେଲା, ଇ जिगर ବାଲା
ହଁ ତତେ gf ବନେଇ ଦେଲା, ଇ जिगर ବାଲା
ମନ୍ କେ ମୋର ମନେଇ କରି
ଦିଲ ଟା ମୋର ଦେଇ ଦେଲି
ତୋର ପ୍ରେମର ଯାଦୁ ଥି ମୁଇଁ
ତୋର ପ୍ରେମିକା ବନି ଗଲି
Impress ହୋଇ କରି
ମୁଇଁ ତୋର ହେଇ କରି
ଇ ଦୁନିଆର ଆଗାଡେ ରେ ମୁଇଁ କହୁଛେଁ ଖୁଲ୍ଳମ ଖୁଲ୍ଳା
ମତେ gf ବନେଇ ଦେଲା, ଇ जिगर ବାଲା
ହଁ ମତେ gf ବନେଇ ଦେଲା, ଇ ଜିଗର ବାଲା
ମୁଇଁ ପ୍ରେମ୍ ପୂଜାରୀ ହେଇଗଲି, ଏ ମୋର प्यारी
ଦେଖି କରି ତୋର ସୂନ୍ଦରା तेवर
ମୋର ଦିଲ ଭିତରେ ଯେଭେ
ତୁଇ ଆସି କରି ରହିଗଲୂ
ବନି ଗଲି ତୋର लाड़ला lover
ଓଃ जानू ମୋର ଦିଲ ଥି, ତୋର प्यार ଭରି କରି
ମତେ କରି ଦେଲୁରେ love fever
ତୋର ପ୍ରେମ୍ ଜାଲେ ପଡ଼ି
ହଁ ମୁଇଁ ଜାନି ଗଲି
ତୋର ପ୍ରେମର ଯାଦୁ ଆଏ super
ତୋର ଲାଗି ଲୋ ଦିନ ରାତି
ସବୁଦିନେ ଲୋ ଚେତି ଚେତି
ତୋର ପଛେ ପଡ଼ି କରି ମୋର, ପ୍ରେମ ର ନିଶା ଥି
ତୋର ଦିଲ କେ ଚୁରେଇ କରି
ତୋର ମନ୍ କେ ଚୁରେଇ କରି
ଇ ଦୁନିଆର ଆଗାଡେ ରେ ମୁଇଁ କହୁଛେଁ ଖୁଲ୍ଳମ ଖୁଲ୍ଳା
ତତେ gf ବନେଇ ଦେଲା, ଇ जिगर ବାଲା
ହଁ ତତେ gf ବନେଇ ଦେଲା, ଇ जिगर ବାଲା
ଇ ପ୍ରେମ୍ ପାଠ୍ ଟା ସତେ, ଦିୱାନୀ କଲା ମତେ
ଓଃ ବାବୁ ସବୁ ଆଏ ତୋର ଲିଳା
ତୋର ଇ ପ୍ରେମ୍ ଟା ହାରି
ଦିୱାନୀ ବନେଇ ମତେ
ବନି ଗଲୁ ତୁଇ ଦିଲୱାଲା
ଇ ଦୁନିଆର ସବୁ ଓ ପଛେ ରହି ଥିସି
ପ୍ରେମ ଟା ଥିସି ପହେଲା
ଇ ପ୍ରେମ ମହନି ଲଗେଇ କରି ତତେ
ଦିଲ ଥି ବସେଇ ଦେଲା जिगर ବାଲା
Same to you ଓ baby
ତୋର ଲେଖେ ମୁଇଁ ଭି
ଝୁମୁଛେଁ ଦିନ ରାତି ତୋର
ପ୍ରେମର ତାଲେ ତାଲ ଥି
Impress ହେଇ କରି
ମୁଇଁ ତୋର ହେଇ କରି
ଇ ଦୁନିଆର ଆଗାଡେ ରେ ମୁଇଁ କହୁଛେଁ ଖୁଲ୍ଳମ ଖୁଲ୍ଳା
ମତେ gf ବନେଇ ଦେଲା, ଇ जिगर ବାଲା
ହଁ ମତେ gf ବନେଇ ଦେଲା, ଇ जिगर ବାଲା


         Thanks to reading......💜💛🖤💚💙

Post a Comment

0 Comments